ଗ୍ୟାଙ୍ଗଷ୍ଟର ରହୁଥିବା ଜେଲରେ ବଢ଼ିବ ସୁରକ୍ଷା

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ରହୁଥିବା ଜେଲ ମାନଙ୍କରେ ସୁରକ୍ଷା ବଢାଯିବ । ଜେଲରେ କର୍ମଚାରୀ ବଡି କ୍ୟାମେରା ପିନ୍ଧିବେ । ଝାରପଡା ଓ ଚୌଦ୍ୱାର ପରେ ଆଉ ୭ଟି ଜେଲକୁ ବଡି କ୍ୟାମେରା ମିଳିବ । ପ୍ରଥମ ପର୍ଯ୍ୟାୟରେ ଝାରପଡା ଓ ଚୌଦ୍ୱାରକୁ ୨୦ଟି କ୍ୟାମେରା ମିଳିଥିଲା । ବ୍ରହ୍ମପୁର, ସମ୍ବଲପୁର, କେନ୍ଦ୍ରାପଡା, ବାଲେଶ୍ୱର, ଝାରସୁଗୁଡା, ସୁନ୍ଦରଗଡ଼ ଓ କୋରାପୁଟରେ ଏଭଳି ବ୍ୟବସ୍ଥା କରାଯିବ । ଏହି ସୂଚନା ଦେଇଛନ୍ତି ଜେଲ୍ ଡିଜି ମନୋଜା ଛାବ୍ରା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *