ଭୁବନେଶ୍ବର ରୁ ସତ୍ୟବାଦୀ ସାଇକେଲ୍ ଚଲେଇ ସହିଦ୍ ଙ୍କ ପରିବାର କୁ ଭେଟିବେ ସିଦ୍ଧାର୍ଥ ରାଉତରାୟ

Spread the love

ଆଜି ସତ୍ୟବାଦୀ ଖଣ୍ଡାୟତସାହି ରେ ରହୁଥିବା ସହିଦ୍ ଦେବାଶିସ୍ ବିଶ୍ଵାଳ ଙ୍କ ପରିବାର କୁ ଭେଟିବେ ପର୍ବତ ଆରୋହି ବା ଜଟଣି ବିଧାୟକ୍ ସୁରେଶ୍ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ I ଆଜି ସକାଳୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରୁ ସାଇକେଲ ଚଳାଇ ନିଜେ ଓ ସହଯୋଗ ଙ୍କ ସହିତ ଯାତ୍ରା ଆରମ୍ଭ କରିଛନ୍ତି I

Leave a Reply

Your email address will not be published. Required fields are marked *