ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ନର୍ସ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ ଆନ୍ତର୍ଜାତିକ ନର୍ସ ଦିବସରେ ଲଗାତାର ଭାବେ ରୋଗୀ ମାନଙ୍କର ସେବା କରି ସୁସ୍ଥ କରୁଥିବା ନର୍ସ ମାନଙ୍କୁ ଶୁଭେଚ୍ଛା ଜଣାଇଛି । ସ୍ୱାସ୍ଥ୍ୟ ସେବାରେ ସେମାନଙ୍କର ଗୁରୁତ୍ୱପୂର୍ଣ ଭୁମିକା ଓ ମୂଲ୍ୟବାନ ଜୀବନକୁ ବଂଚାଇବାରେ ତାଙ୍କର ସମର୍ପଣ ପ୍ରଶଂସାଯୋଗ୍ୟ ।

Leave a Reply

Your email address will not be published. Required fields are marked *