ଭୁଷୁଡ଼ିଲା ଦୟା ନଦୀବନ୍ଧ। ପିପିଲି ଡେଲାଙ୍ଗ ବ୍ଲକ ନୂଆହାଟ ସ୍ଥିତ ପାଣି ଟାଙ୍କି ନିକଟରେ ଦୟା ନଦୀବନ୍ଧ ଭୁଷୁଡ଼ିଛି। ୧୦ ଦିନ ପୂର୍ବରୁ ଠିକାଦାର ନଦୀ ବନ୍ଧ କାମ କରିଥିବା ବେଳେ ତାହା ଭୁଷୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ନଦୀ ବନ୍ଧ ଭୁଷୁଡ଼ିବାରୁ ଡେଲାଙ୍ଗ କଣାସ ବ୍ଲକର ଅନେକ ପଞ୍ଚାୟତବାସୀ ଭୟଭୀତ ହୋଇପଡ଼ିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now