ଦେବଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ, ଆଜି ରାତିରୁ ଯୁଗଳ ଦର୍ଶନ ଶୋଭାଯାତ୍ରା

Spread the love

ସମ୍ବଲପୁର : ସମ୍ବଲପୁରରେ ଧୁମଧାମରେ ସମ୍ପନ୍ନ ହୋଇଛି ଦେବଦମ୍ପତି(ହରହର ମହାଦେବ ଓ ଦେବୀ ପାର୍ବତୀ)ଙ୍କ ବିବାହ ଉତ୍ସବ । ବାଜା, ବାଣ ରୋଷଣୀ ସହିତ ନାଚ ଗୀତରେ ଶୋଭାଯାତ୍ରା କରି କନ୍ୟାଘରକୁ ଯାଇ ପାର୍ବତୀଙ୍କ ହାତ ଧରିଛନ୍ତି ମହାଦେବ । ଆଜି ରାତିରୁ ଯୁଗଳ ଦର୍ଶନ ଶୋଭାଯାତ୍ରା ଆରମ୍ଭ ହେବାକୁ ଯାଉଛି । ଠାକୁରଙ୍କ ଯୁଗଳ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ପ୍ରତୀକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *