ଓଡ଼ିଶାରେ କମିଲା, ଶିମିଳିପାଳରେ ବଢ଼ିଲା ବାଘ ସଂଖ୍ୟା

Spread the love

ଭୁବନେଶ୍ୱର : ଓଡ଼ିଶାରେ ମହାବଳ ବାଘ ସଂଖ୍ୟା କମିଥିବା ବେଳେ ଶିମିଳିପାଳରେ ବଢ଼ିଛି । ଶିମିଳିପାଳରେ ବାଘ ସଂଖ୍ୟା ୨ ଗୁଣା ବୃଦ୍ଧି ପାଇଛି । ରାଜ୍ୟରେ ଏବେ ମୋଟ ମହାବଳ ବାଘ ସଂଖ୍ୟା ୨୦ ରହିଛି । ତେବେ ଶିମିଳିପାଳରେ ବାଘ ସଂଖ୍ୟା ରହିଛି ୧୬ । ୨୦୧୮ରେ ରାଜ୍ୟରେ ମହାବଳ ବାଘ ସଂଖ୍ୟା ୨୮ ଥିଲା । ସେହିପରି ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ବଢ଼ି ୧୬ ହୋଇଛି । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *