କିଲୋମିଟର ଅନୁସାରେ ପଇସା ଦେବାକୁ ରାଜ୍ୟ ସରକାରଙ୍କୁ ଅପିଲ କଲା ଘରୋଇ ବସ ମାଲିକ ସଂଘ

Spread the love

ଭୁବନେଶ୍ୱର : ଘରୋଇ ବସ ମାଲିକ ସଙ୍ଘ ରାଜ୍ୟ ସରକାରଙ୍କୁ କିଲୋମିଟର ଅନୁସାରେ ପଇସା ଦେବାକୁ ଅପିଲ କରିଛି ।

ଘରୋଇ ବସ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସହର ବାହାରେ ରୁଟ ଲାଇନ ରେ ମୋ ବସ ଚାଲିଛି । ମୋ ବସ ଯୋଗୁଁ ଘରୋଇ ବସ କ୍ଷତିରେ ଚାଲିଛି । ଆସନ୍ତା 16 ତାରିଖ ଭିତରେ ପଦକ୍ଷେପ ନନେଲେ ରୁଟ ଲାଇନରେ ଘରୋଇ ବସ ଚଳାଚଳ ବନ୍ଦ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *