ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତ ଅଭାବ

Spread the love

ଗଂଜାମ : ବ୍ରହ୍ମପୁର ବଡଡାକ୍ତରଖାନା ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଇଛି । ରୋଗୀମାନେ ଦିନ ଦିନ ଅପେକ୍ଷାକରି ମଧ୍ୟ ଆବଶ୍ୟକ ରକ୍ତ ନ ପାଇ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ତେବେ ଗ୍ରୀଷ୍ମପ୍ରବାହ ହେତୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇପାରୁନି ଏବଂ ରକ୍ତଦାତାମାନେ ଏହି କାରଣରୁ ରକ୍ତ ଦାନ କରିବାକୁ ଅମଂଗ ହେଉଛନ୍ତି ବୋଲି ରକ୍ତଭଣ୍ଡାର କର୍ତୃପକ୍ଷ ସଫେଇ ଦେବାସହ ତୁରନ୍ତ ରକ୍ତ ସଂଗ୍ରହ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *