ଆଜି ସକାଳ ୮ଟା ୩୦ ରୁ ଦିନ ୧୧ ଟା ୩୦ ମଧ୍ୟରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା

Spread the love

ଭୁବନେଶ୍ଵର : ଆଜି ସକାଳ ୮ଟା ୩୦ ରୁ ଦିନ ୧୧ ଟା ୩୦ ମଧ୍ୟରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି।

ଚାନ୍ଦବାଲିରେ ୧୯.୨ ମି.ମି., ଭୁବନେଶ୍ଵରରେ ୧୨.୧ ମି.ମି., ପାରାଦୀପରେ ୭.୪ ମି.ମି., ବାଲେଶ୍ଵରରେ ୨.୪ ମି.ମି., ଗୋପାଳପୁରରେ ୨ ମି.ମି. ଏବଂ ପୁରୀରେ ୧.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *