ବେଆଇନ ମଦ ବିକ୍ରିକୁ ମହିଳାଙ୍କ ପ୍ରତିବାଦ; ଦୁଇ ଘଣ୍ଟା ରୁ ଉର୍ଦ୍ଧ ଯାତାୟାତ ବନ୍ଦ

ବେଆଇନ ଭାବେ ବିକ୍ରି କରାଯାଉଥିବା ଦେଶୀ ମଦକୁ ବନ୍ଦ ପ୍ରତିବାଦରେ ରାସ୍ତା ରୋକ କଲେ ଶତାଧିକ ମହିଳା । ଜଗନ୍ନାଥପୁର ହିଂଜିଲି ମୁଖ୍ୟ ରାସ୍ତା ଡେଙ୍ଗାଡି ନିକଟରେ ଦୁଇ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଟାୟାର ଜାଳି ମହିଳାମାନେ ରାସ୍ତା ରୋକ କରିଥିଲେ । ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପରେ ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ବୁଝାମଣା କରିବା ସହ ମଦ ଦୋକାନକୁ ହଟାଇଥିଲେ । ଫଳରେ ମହିଳାମାନେ ଧାରଣାରୁ ଉଠିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *