ଭବାନୀପାଟଣା : ଜୟପାଟଣା କଲୋନୀ ପଡ଼ାର ଏକ ନାଳ ରୁ ମହିଳାଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ମହିଳାଙ୍କ ମୃତ୍ୟୁ କିପରି ହୋଇଛି ସେ ବିଷୟରେ କିଛି ସ୍ପଷ୍ଟ ହୋଇ ନାହିଁ । ଏହା ଏକ ସୁକଳ୍ପିତ ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହଘେର ରହିଛି । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now