ରାଜନୀତି

ଜୁନ୍ ରେ ପଶ୍ଚିମବଙ୍ଗ ଗସ୍ତରେ ଆସିବେ ଜେପି ନଡ୍ଡା 

କୋଲକାତା : ପଶ୍ଚିମବଙ୍ଗରେ ଆସନ୍ନ ପଂଚାୟତ ନିର୍ବାଚନ ପୂର୍ବରୁ ତୃଣମୂଳ ସୁପ୍ରୀମୋ ମମତା ବାନାର୍ଜିଙ୍କୁ ଘେରିବାକୁ ପ୍ରସ୍ତୁତି ଚଳାଇଛି ଭାରତୀୟ ଜନତା ପାର୍ଟି (ବିଜେପି) । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଜୁନ୍ ପ୍ରଥମ ସପ୍ତାହରେ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି । ବିଜେପିର ରାଜ୍ୟ ପ୍ରଭାରୀ ଏବଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅମିତ ମାଲବିୟ, ସୁନିଲ ବଂଶଲ, ମଙ୍ଗଲ ପାଣ୍ଡେୟ ମଧ୍ୟ ନଡ୍ଡାଙ୍କ ସହିତ ଉପସ୍ଥିତ ରହିବେ । 

Related Articles

Leave a Reply

Your email address will not be published.

Back to top button