ରତ୍ନ ଭଣ୍ଡାର ମାମଲାରେ ଭୁଲ ତ୍ରୁଟି ଥିବାରୁ ରାଜ୍ୟ ସରକାର ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି : ପୃଥ୍ୱୀରାଜ

Spread the love

ଭୁବନେଶ୍ୱର : ଯେଉଁମାନେ ଜଗନ୍ନାଥଙ୍କୁ ଭଲ ପାଆନ୍ତି, ସେମାନେ ଜାଣିବାକୁ ଇଚ୍ଛୁକ ରତ୍ନ ଭଣ୍ଡାରରେ କଣ ଅଛି । କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ନଖୋଲିବାର ଉଦ୍ଦେଶ୍ୟ ନିଶ୍ଚିତ ଭାବେ କିଛି ଗୋଟେ ଭୁଲ ତ୍ରୁଟି ଅଛି । ଯାହାକୁ ଘଣ୍ଟ ଘୋଡେଇବାକୁ ଚାହୁଁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ।

Leave a Reply

Your email address will not be published. Required fields are marked *