ଇନସ୍ୟୁରାନ୍ସ ଆଧାରରେ କ୍ଷତିପୂରଣ ଦେବା ଦୁଃଖଦାୟକ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ। ସବୁ ଚାଷୀ ଇନସ୍ୟୁରାନ୍ସ କରିନାହାନ୍ତି। ଚାଷୀ ଆତ୍ମହତ୍ୟା କଲେଣି। ଏଯାଏ ସରକାର ଚାଷୀକୁ ନିର୍ଭର ପ୍ରତିଶ୍ରୁତି ଦେଉନାହାନ୍ତି। ଯେଉଁଥିପାଇଁ ଚାଷୀ ଆଶଙ୍କାରେ । ସେପଟେ ବିଜେପି କହୁଛି ନବୀନ ବାବୁ କିଛି କରିନାହାନ୍ତି। କେନ୍ଦ୍ର ସରକାର କିପରି କୃଷି କର୍ମଣ ପୁରସ୍କାର ଦେଲେ। ନବୀନ ବାବୁଙ୍କ ଗସ୍ତ କଥା ଶୁଣି ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନେ ତରବରିଆ ଭାବେ ଗ୍ରାଉଣ୍ଡ ଜିରୋକୁ ଗଲେ। ସେମାନେ ଭୟଭୀତ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now