ଓଡିଶା ଆସିବେ ମଲ୍ଲିକାର୍ଜୁନ ଖଡଗେ

Spread the love

ଭୁବନେଶ୍ୱର: ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି AICC ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ। ସଭାପତି ପ୍ରାର୍ଥୀ ଭାବେ ପ୍ରଚାର ସହ ସମର୍ଥନ ଲୋଡିବେ ଖାଡଗେ। ଭୁବନେଶ୍ୱରରେ ପହଞ୍ଚି କଂଗ୍ରେସ ଭବନରେ ଦିନ ୧୨ ଟାରେ ସମସ୍ତ ପିସିସି ସଦସ୍ୟଙ୍କ ସହ ବୈଠକ କରିବେ। ତେବେ ଏହି ବୈଠକରେ ଭୋଟ ଦେବା ପାଇଁ ସମର୍ଥନ ଲୋଡିବା ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୂଚନା ଦିଆଯାଛି।

Leave a Reply

Your email address will not be published. Required fields are marked *