ପୁତୁରାର ଶୁଦ୍ଧି କ୍ରିୟା ପାଇଁ ନବନିର୍ବାଚିତ ବିଜେପି ବିଧାୟକ ପ୍ରଶାନ୍ତ ଜଗଦେଵଙ୍କୁ ମିଳିଲା ଅନ୍ତରୀଣ ଜାମିନ। ଅତିରିକ୍ତ ଜିଲ୍ଲା ଦୌରାଜଜ ଜଗଦ୍ଦେବଙ୍କୁ ୩ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସମସ୍ତ କାର୍ଯ୍ୟ ସରିବା ପରେ ୩ ଦିନ ପରେ କୋର୍ଟ ରେ ହାଜର ହୋଇ ପୁଣି ଜେଲ ଯିବେ ଜଗଦ୍ଦେବ। ତେବେ ବୋଲଗଡ ବ୍ଲକର କାଉଁରିପାଟଣାର ଏକ ବୁଥରେ ଭଙ୍ଗାରୁଜା ଅଭିଯୋଗରେ ଗିରଫ ହୋଇଛନ୍ତି ଜଗଦ୍ଦେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now