ଓ୍ୱାକଫ ବୋର୍ଡ ସଂଶୋଧିତ ବିଲକୁ ଅଧିକ ତର୍ଜମା ଲାଗି ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବା ଜେପିସିକୁ ପଠାଇଲେ ସରକାର। ଏହା ସହ ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜ୍ଜୁ ଏହି କମିଟିରେ ରାଜ୍ୟସଭାର ୧୦ଜଣ ମେମ୍ୱରଙ୍କୁ ସାମିଲ୍ କରିବାକୁ ରାଜ୍ୟସଭାରେ ପ୍ରସ୍ତାବ ରଖିଛନ୍ତି। ଆଉ ଏହି ପ୍ରସ୍ତାବ ପାରିତ ପରେ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼।
Naxatra News is now on Whatsapp
Join and get latest news update delivered to you via whatsapp
Join Now