ନୂଆବର୍ଷରେ କଂଗ୍ରେସ ପାଇବ ପିସିସି ସଭାପତି l ତା ପରେ ରାଜ୍ୟରେ କଂଗ୍ରେସ ସଙ୍ଗଠନ ମଜଭୁତ କରାଯିବ l ୨୦୨୯ ରେ କଂଗ୍ରେସ କିପରି ସରକାର ଗଠନ କରିବ ସେ ନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now