ବିଜେପି କାର୍ଯ୍ୟକାରୀଣି ନେଇ ବିଜେଡିର ପ୍ରତିକ୍ରିୟା

Spread the love

ବିଜେପି କାର୍ଯ୍ୟକାରୀଣି ନେଇ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି, ବିଜେପିର ଦଳୀୟ ନିଷ୍ପତ୍ତି ଅନୁଯାୟୀ କାମ କରୁଛି । ମାସେ ଧରି କ୍ୟାମ୍ପେନ କରନ୍ତୁ କି 24 ପର୍ଯ୍ୟନ୍ତ କରନ୍ତୁ କିନ୍ତୁ ଦେଖନ୍ତୁ କିପରି ଭାରତ ବର୍ଷ ରେ 18 ରୁ 19 ଟି ରେ ପୋଛି ହେଇଗଲେଣି ସେ ଦିଗରେ ଚିନ୍ତା କରନ୍ତୁ । ବିଜେଡ଼ି ଏକ ଆଞ୍ଚଳିକ ଦଳ ତା ପ୍ରତି ବିଜେପି ଭଳି ଗୋଟେ ଜାତୀୟ ଦଳ ଏତେ ଭୟବିତ କାହିଁକି ।

Leave a Reply

Your email address will not be published. Required fields are marked *