ବ୍ରହ୍ମପୁରରେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟର ଟିମ । ସହରର ଜଣାଶୁଣା ରାଜାରାଣୀ ବିଲଡରର ମାଲିକ ଉମା ପାଣିଗ୍ରାହୀଙ୍କ କମାପଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଟିମ । ଦୀର୍ଘ ସମୟ ଧରି ଚଢ଼ାଉ କରାଯାଇଥିଲା । ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଚଢ଼ାଉ ସାମିଲ ହୋଇଛନ୍ତି । କେଉଁ କାରଣ ପାଇଁ ଚଢ଼ାଉ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now