ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ବଡ଼ ବୟାନ । ଆଗାମୀ ନିର୍ବାଚନ ବେଳକୁ ନଥିବ ବିଜେଡି। ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ବଡ଼ ବୟାନ ବିଜେପି ଏକ ହେଇକି ଅଛି । ମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ବିଧାୟକ ଅସନ୍ତୁଷ୍ଟ ପ୍ରଶ୍ନରେ ଉତ୍ତର ଦେଇ ଯୋଗାଣ ମନ୍ତ୍ରୀ କହିଛନ୍ତି ଏହା ଭୁଲ କଥା ମୁଖ୍ୟମନ୍ତ୍ରୀ ଠିକ ସେ ସରକାର ଚଲେଇଛନ୍ତି। 24 ବର୍ଷରେ ଯାହା ହୋଇନଥିଲା ତାହା ହୋଇଛି। ବିଜେଡି ସରକାର 12 ବର୍ଷରେ ଚାଷୀଙ୍କୁ 100 ଟଙ୍କା ବୋନସ ଦେଇପାରିଲେନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now