ସିଦ୍ଦରମୈୟା ହେବେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଓ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ

Spread the love

ସିଦ୍ଦରମୈୟା ହେବେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଓ ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ ବୋଲି ଘୋଷଣା ହୋଇଛି । ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦ ପାଇଁ କଳ୍ପନାଜଳ୍ପନା ଲାଗି ରହିଥିଲା । କର୍ଣାଟକରେ କଂଗ୍ରେସର ଅଭୂତପୂର୍ବ ସଫଳତା ପରେ କିଏ ମୁଖ୍ୟମନ୍ତ୍ରୀ ତାହା ଚର୍ଚ୍ଚାର ବିଷୟ ପାଲଟିଧିଲା ।

କର୍ଣ୍ଣାଟକର କୁରୁବା ସମୁଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି ସିଦ୍ଦରମୈୟା । ସିଦ୍ଦରମୈୟାଙ୍କ ରାହୁଲ ଗାନ୍ଧିଙ୍କ ପାଖ ଲୋକ ଭାବେ ମଧ୍ୟ ଜଣାଶୁଣା। କଂଗ୍ରେସ ହାଇକମାଣ୍ଡ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାବା ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *