ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଅପରାହଣ ୩ଟା ୩୦ରେ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ନଭେମ୍ବର ତୃତୀୟ ସପ୍ତାହରେ ପଡ଼ିପାରେ ଦୁଇ ରାଜ୍ୟର ଭୋଟ ।ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ହୋଇପାରେ ତାରିଖ ଘୋଷଣା ହେବ ।ଅପରାହଣ ୩ଟା ୩୦ରେ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ନଭେମ୍ବର ତୃତୀୟ ସପ୍ତାହରେ ଏହି ଦୁଇ ରାଜ୍ୟର ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି । ମହାରାଷ୍ଟ୍ରର ୨୮୮ ଆସନ ପାଇଁ ଓ ଝାଡ଼ଖଣ୍ଡର ୮୧ ଆସନରେ ମତଦାନ ହେବ । ଏହାଛଡ଼ା ଦେଶର ବିଭିନ୍ନ ରାଜ୍ୟର ୪୫ ବିଧାନସଭା ଆସନରେ ଉପନିର୍ବାଚନ ତାରିଖ ଘୋଷଣା କରାଯାଇପାରେ । ସେହିପରି କେରଳର ୱାୟନାଡ଼ ଏବଂ ପଶ୍ଚିମବଙ୍ଗର ବାସିରହାଟ ଲୋକସଭା ଆସନରେ ବି ଉପନିର୍ବାଚନ ତାରିଖ ଘୋଷଣା ନେଇ ସମ୍ଭାବନା ରହିିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *