ଆଜିଠୁ ଓଡ଼ିଶାରେ ଆୟୁଷ୍ମାନ

ଆଜି ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଛି । ଏହା ର ବହୁଳ ପ୍ରଚାର କରିବା ଉଦେଶ୍ୟ ରେ ବିଜେପି ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତ କୁ ନେଇଛନ୍ତି । ଏହି ଯୋଜନା ସଧାରଣ ସମ୍ପାଦକ ରୋଗୀଙ୍କୁ କେଉଁ ଭଳି ସେବା ଦେବ ତାହା ଦେଖିବା କଥା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ରୋଗୀଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ଯୋଗାଇ ଦିଆଯାଉ ଥିଲା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଆୟୁଷ୍ମାନ ଯୋଜନା ରେ ସୁବିଧା ଯୋଗାଇ ଦେଲେ ଲୋକଙ୍କ ନିକାଟ ରେ ଗ୍ରହଣୀୟ ହୋଇପାରିବ । ବର୍ତ୍ତମାନ୍  ସରକାର  ନା ଓ ରଙ୍ଗ ବଦଳାଇବା ଛଡା ଆଉ କିଛି କରୁ ନାହାନ୍ତି । ଯୋଉ। କାମ ନବୀନ ପଟ୍ଟନାୟକ କରିଥିଲେ ତାକୁ ନାମ ଫଳକ ମାରି ନିଜ ପ୍ରଶଂସା ସାଉତୁଛନ୍ତି। ଏ ଏକ ବିଚିତ୍ର ଚିନ୍ତାଧାରା। ପୂର୍ବ ସରକାର ରେ ବିଜୁ ପକ୍କା ଘର ଯୋଜନା ଓ ପାନୀୟ ଜଳ ଯୋଗାଣ ରେ ଲୋକେ ଉପକୃତ ହୋଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *