ନିମ୍ନମାନର ଛତୁଆ ଯୋଗାଣ କରୁଛନ୍ତି ଏସ୍ ଏସ୍ ଜି ଗ୍ରୁପ । ୧୨୫ଟି ଏସଏସଜି ଗ୍ରୁପ ଅପମିଶ୍ରିତ ଛତୁଆ ଦେଉଥିବାରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୬୩ଏସଡିପିଓ ଓ ସୁପରଭାଜରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସୂରୂପ ସୋ କଜ ନୋଟିସ ଜାରି କରାଯାଇଛି । କାରଣ ଦର୍ଶାଅ ନୋଟିସ ଜାରୀ କରିଛି ମହିଳା ଶିଶୁ ବିକାଶ ବିଭାଗ । ସେପଟେ ଷ୍ଟେଟ୍ ଫୁଡ୍ ଟେଷ୍ଟିଂ ଲାବରୋଟେରୀ ଭୁବନେଶ୍ବରରେ ନମୁନା ପରୀକ୍ଷା ହୋଇଥିଲା । ବିଧାୟକ କଳିକେଶ ନାରାୟଣ ସିଂଦେଓ ଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଭାତି ପରିଡ଼ା
Naxatra News is now on Whatsapp
Join and get latest news update delivered to you via whatsapp
Join Now