ଜାମ୍ମୁ-କାଶ୍ମୀର ଗସ୍ତରେ ଯିବେ ଗୃହମନ୍ତ୍ରୀ ଶ୍ରୀ ଶାହ

Spread the love

ନୂଆଦିଲ୍ଲୀ : କେନ୍ଦ୍ରଗୃହଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ଜାମ୍ମୁ-କାଶ୍ମୀରର ଦୁଇଦିନିଆ ଗସ୍ତରେ ଯିବେ । ଏଠାରେ ଶ୍ରୀ ଶାହ ଜାମ୍ମୁ ଏବଂ ଶ୍ରୀନଗରରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବେ ।

ଗୃହ ମନ୍ତ୍ରାଳୟ ଅନୁଯାୟୀ ଶାହ କାଲି ଜାମ୍ମୁର ତ୍ରିକୁଟ ନଗରରେ ସକାଳ ୧୧ଟାରେ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତିରେ ମାଲ୍ରାର୍ପଣ କରିବେ । ଏହାପରେ ୧୧.୧୫ରେ ଶ୍ରୀ ଶାହ ଜାମ୍ମୁର ଭଗବତୀ ନଗରରେ କେନ୍ଦ୍ରୀୟ ଫରେନ୍ସିକ ବିଜ୍ଞାନ ପ୍ରୟୋଗଶାଳା(ସିଏଫ୍ଏସ୍ଏଲ୍), ସାମ୍ବାର ଶିଳାନ୍ୟାସ ଏବଂ ବିଭିନ୍ନ ବିକାଶ ଯୋଜନାର ଉଦ୍ଘାଟନ କରିବେ ।

Leave a Reply

Your email address will not be published. Required fields are marked *