ନେଉଥିଲେ ୧୫ କୋଟି…ଏବେ ନିଜ ଫି ବୃଦ୍ଧି ପାଇଁ କରିଛନ୍ତି ଦାବି

Spread the love

ବିଗ ବସ୍। ଯାହା ଯୁବପୀଢିଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କୁ ମନୋରଞ୍ଜନ କରିଥାଏ। ତେବେ ଏହାର ୧୬ ତମ ସଂସ୍କରଣକୁ ବହୁ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ସେପଟେ ସଲମାନ ଖାନଙ୍କ ହୋଷ୍ଟିଂକୁ ବିଗ ବସ୍ ବେଶ ପସନ୍ଦ କରୁଥିବା ଦେଖାଦେଇଛି। ତେବେ ଚଳିତ ଥର ଶୋ ନିର୍ମାତାଙ୍କଠାରୁ ତାଙ୍କ ଫି ବୃଦ୍ଧି କରିବାକୁ ଦାବି କରିଥିବା ଜଣାପଡିଛି। ତେବେ ଏହା ହେଉଛି ସବୁଠାରୁ ମେଗା ରିଆଲିଟି ଶୋ । ଯାହାକୁ ଲୋକେ ଦେଖିବାକୁ ଚାହିଁ ବସିଥାନ୍ତି। ସଲମାନ ଖାନ ବିଗବସର ପ୍ରତ୍ୟକ ଏପିସୋଡ ପାଇଁ ୧୫ କୋଟି ଟଙ୍କା ଆଦାୟ କରୁଛନ୍ତି। ତେବେ ଏହି ଶୋ ମାଧ୍ୟମରେ କେତେ ଟଙ୍କା ରୋଜଗାର କରୁଥିବେ ସଲମାନ ଆପଣ ଅନୁମାନ କରିପାରୁଥିବେ। ଅନ୍ୟପଟେ ବିଗବସ୍ ୧୬ ସେପ୍ଟେମ୍ୱର ଶେଷ କିମ୍ୱା ଅକ୍ଟୋବରରୁ ଆରମ୍ଭ ହୋଇପାରେ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ..

Leave a Reply

Your email address will not be published. Required fields are marked *