ଝାଡଖଣ୍ଡରେ ରାଜନୈତିକ ସଙ୍କଟ

Spread the love

ରାଞ୍ଚି: ଝାଡଖଣ୍ଡରେ ଜାରୀ ରହିଛି ରାଜନୈତିକ ସଙ୍କଟ। ଟଳମଳ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଗାଦି। ସିଏମ୍‌ ପଦରୁ ସୋରେନ୍‌ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ସେପ୍ଟେମ୍ୱର ୫ ରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇଛି। ଆସ୍ଥା ଭୋଟ ପୂର୍ବରୁ ସମସ୍ତ ବିଧାୟକଙ୍କ ସହ ବୈଠକ କରିଛନ୍ତି ସୋରେନ୍‌।

Leave a Reply

Your email address will not be published. Required fields are marked *