ଦୁଇ ହଜାର ଟଙ୍କିଆ ନୋଟ ପ୍ରସଙ୍ଗରେ ରାଜ୍ୟ ବିଜେପି ପ୍ରଭାରୀ ଡ଼ି ପୁରନ୍ଦେଶ୍ୱରୀଙ୍କ ପ୍ରତିକ୍ରିୟା

Spread the love

ଦୁଇ ହଜାର ଟଙ୍କିଆ ନୋଟ ପ୍ରସଙ୍ଗରେ ରାଜ୍ୟ ବିଜେପି ପ୍ରଭାରୀ ଡ଼ି ପୁରନ୍ଦେଶ୍ୱରୀଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନୋଟବନ୍ଦୀ ହୋଇନାହିଁ । ଗଣମାଧ୍ୟମ ଲୋକଙ୍କୁ ଭୁଆଁ ନ ବୁଲାଉ । ଏବେ ଦୁଇ ଟଙ୍କିଆ ନୋଟ ଅଚଳ ହୋଇନାହିଁ । ସାଧାରଣ ଲୋକେ ଦୁଇ ହାଜାର ଟଙ୍କିଆ ନୋଟ ନେଇ ବ୍ୟାଙ୍କରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବଦଳ କରିପାରିବେ । ସେପ୍ଟେମ୍ବର ୩୦ ପରେ ଦୁଇ ହାଜର ଟଙ୍କିଆ ନୋଟ ବନ୍ଦ ହେବ। ରିଜର୍ଭ ବ୍ୟାଙ୍କ ଯାହା ନିଷ୍ପତି ନେଇଛି ଭଲ । ବିରୋଧୀଙ୍କ କାମ ବିରୋଧ କରିବା । ତେଣୁ ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ବୟାନବାଜି କରୁଛନ୍ତି।

Leave a Reply

Your email address will not be published. Required fields are marked *