ନୁଆଦିଲ୍ଲୀ : ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡ୍ଡା ଶୁକ୍ରବାରଦିନ ଡମୋକ୍ରେସି ଇନ୍ କୋମା ସାଇଲେଁସ୍ଡ ବାଁଇସ୍ ଅଫ ବୁମନ ବିକ୍ଟିମ୍ସ ଏନ୍ ବଙ୍ଗାଲ ପୁସ୍ତକର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ତାଙ୍କ ସମ୍ବୋଧନରେ ଜେ ପି ନଡ୍ଡା କହିଛନ୍ତି ବଙ୍ଗଳାରେ ଗଣତନ୍ତ୍ର ନାମରେ କୌଣସି ଜିନିଷ ନାହିଁ । ଡେମୋକ୍ରେସି ଇନ କୋମା କହିବା ବିଲକୁଲ ଠିକ ଅଛି । ଆମେ ଲୋକଙ୍କୁ ଜାଗ୍ରତ କରିବାକୁ ଆବଶ୍ୟକତା ଅଛି ଓ ବଙ୍ଗଳାର ଗୌରବକୁ ସ୍ଥାପିତ କରିବା ଦରକାର ।
ପଶ୍ଚିମବଙ୍ଗ ସରକାରକୁ ଲକ୍ଷକରି ଜେ ପି ନଡ୍ଡା କହିଛନ୍ତି ମମତା ବାନାର୍ଜୀକୁ ଏକଥା ପସନ୍ଦ ଆସୁନି ଯେ ବଙ୍ଗଳାରେ ଭାଜପା ଏତେ ଶିଘ୍ର କିପରି ବଢୁଛି । ଏହି ହିସାବ ନପାଇ ମମତା ଭାଜପା କାର୍ଯ୍ୟକର୍ତାକୁ ଅଟକାଇବା ଆରମ୍ଭ କରିଦେଲେ । ନଡ୍ଡା ତାଙ୍କ ଅନୁଭବରେ କହିଛନ୍ତି ଯେତେବେଳେ ନିର୍ବାଚନ ପ୍ରଚାର ଆରମ୍ଭ ହେଲା ତାହା ହେଉଛି ପ୍ରଥମ ଦିନ ତାଙ୍କ ଉପରେ ପ୍ରଥମ ଆକ୍ରମଣ ।
ନଡ୍ଡା କହିଛନ୍ତି ସେ ବଙ୍ଗଳାରେ ବଦଳିବା କଥା ହୋଇ ପାରିବା ନାହିଁ ବଦଳାଇବା କଥା ହେଉଛୁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now