ମଣିପୁରର ଆଂଚଳିକ ଅଖଣ୍ଡତା ସହିତ କୌଣସି  ବୁଝାମଣା କରା ଯିବ ନାହିଁ – ଏନ ବିରେନ ସିଂ

Spread the love

ନୂଆଦିଲ୍ଲୀ : ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ସୋମବାର କୁକି ପ୍ରାଧାନ୍ୟ ଜିଲ୍ଲା ପାଇଁ ପୃଥକ ପ୍ରଶାସନର ଦାବିକୁ ପ୍ରତ୍ୟାଖାନ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ଆଂଚଳିକ ଅଖଣ୍ଡତା ସହିତ କୌଣସି ଆପୋଷ ବୁଝାମଣା ହେବ ନାହିଁ ।

ଉତର-ପୂର୍ବ ରାଜ୍ୟର କୁକି ପ୍ରାଧାନ୍ୟ ଜିଲ୍ଲା ପାଇଁ ପୃଥକ ପ୍ରଶାସନ ପାଇଁ ୧୦ ଜଣ ବିଧାୟକଙ୍କ ଦାବିକୁ ଜବାବ ଦେଇ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କହିଛନ୍ତି ଯେ, ମଣିପୁରର ଆଂଚଳିକ ଅଖଣ୍ଡତା ସବୁ ଯେ କୌଣସି ପ୍ରକାରେ ରକ୍ଷା କରାଯିବ ।

Leave a Reply

Your email address will not be published. Required fields are marked *