କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡିର ସମନ

Spread the love

ନ୍ୟାସନାଲ ହେରାଲ୍ଡ ମାମଲାରେ ହାଜର ହେବାକୁ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ଙ୍କୁ ତୃତୀୟ ଥର ପାଇଁ ସମନ ଜାରି କଲା ଇଡି । ଜୁଲାଇ ୨୧ ତାରିଖ ପୁର୍ବରୁ ହାଜର ହେବାକୁ ଇଡି ନୁଆ ନୋଟିସ୍ ଜାରି କରିଛି। ଜୁଲାଇ ୨୧ ତାରିଖ ପୁର୍ବରୁ ଇଡିରେ ହାଜର ହେବାକୁ ନୁଆ ନୋଟିସ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ପୁର୍ବରୁ ଦୁଇ ଥର ହେବାକୁ ସୋନିଆଙ୍କୁ ନୋଟିସ୍ ଜାରି କରିଥିଲେ ମଧ୍ୟ୍ୟ କୋଭିଡ ସଂଙ୍କ୍ରମିତ ସୋନିଆ ଙ୍କୁ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା କହି ହାଜର ହୋଇନଥିଲେ l କଂଗ୍ରେସ ସଭାପତିଙ୍କୁ ଜୁନ୍ 8 ରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଥିଲା, କିନ୍ତୁ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଜୁନ୍ 23 ପାଇଁ ଡକାଯାଇଥିଲା । ଏହି ମାମାଲାରେ ଇଡି ରାହୁଲ ଗାନ୍ଧୀଙ୍କୁ ୫ ଦିନ ଜେରା କରିଥିବାବେଳେ ଏହାକୁ ବିରୋଧ କରି କଂଗ୍ରେସ ଦଳ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିଲା l

Leave a Reply

Your email address will not be published. Required fields are marked *