ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା,ପାଟଣାଗଡ଼ କୋର୍ଟ ରେ IPS ଅରୁଣ ବୋଥ୍ରା

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ର ସାଖ୍ୟ ଦେବା ପାଇଁ ପାଟଣାଗଡ଼ କୋର୍ଟ ରେ ଅରୁଣ ବୋଥ୍ରା ପହଞ୍ଚିଛନ୍ତି । ଘଟଣାର ୬୦ ନମ୍ବର ସାକ୍ଷୀ ହେଉଛନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ପାଟଣାଗଡ ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣା ର ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେର ଙ୍କ ଆଜି ଶୁଣାଣି ଥିବା ସୂଚନା ରହିଛି  l ଆଜି ଆଇଜି ଅରୁଣ ବୋଥ୍ରା କୋର୍ଟ ରେ ସାକ୍ଷୀ ଭାବରେ ତାଙ୍କ ତଦନ୍ତ ବିଷୟ ରେ  ପ୍ରମାଣ  ରଖିବେ ଯାହା ଏହି କେଶ ର ପ୍ରମୂଖ ଏବଂ  ଗୁରୁତ୍ୱପୂର୍ଣ୍ଣ  ସାକ୍ଷୀ ବୋଲି କୁହାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *