୧୦ ବର୍ଷରେ ୩୫୭ ଶିଶୁ ଶ୍ରମିକ ଉଦ୍ଧାର

୧୦ ବର୍ଷ ମଧ୍ୟରେ ୩୫୭ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।   ୭୨୭ ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ୭ ଟି ମମଲାରେ ଦୋଷୀ ଙ୍କୁ ଦଣ୍ଡ ବିଧାନ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *