ନେହେରୁ ବଙ୍ଗଳା ପଥର ବନ୍ଧ ଉପରେ ପଡିଛି ଯୁବକଙ୍କ ମୃତଦେହ । ଜଗନ୍ନାଥ କଲୋନୀର ମିଥୁନ ବେହେରା । ଗତକାଲି ନେହେରୁ ବଙ୍ଗଳା ପଥର ବନ୍ଦକୁ ପ୍ରତିଦିନ ପରି ବନିଶୀ ସାହାଯ୍ୟରେ ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ସେ ପଥର ବନ୍ଧ ଉପରେ ବସିଥିବା ବେଳେ ଘଡ଼ଘଡ଼ି ମାରିବାରୁ ସେ ଭୟଭୀତ ଅବସ୍ତାରେ ପଡି ଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ନେହେରୁବଙ୍ଗଳା ମେରାଇନ ଥାନା ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now