ମହାପ୍ରଭୁଙ୍କ ଦର୍ଶନ କଲେ ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ

ଭାରତୀୟ ଟିମ୍ ର ତିନି ସ୍ପିନର ୱାଶିଂଟନ ସୁନ୍ଦର୍ , ଅକ୍ସର୍ ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ଶ୍ରୀ ମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ କରି ଆଶ୍ରିବାଦ ଲାଭ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଗଲେ ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ । ବାରବାଟୀରେ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଏକଦିବସୀୟ ମ୍ୟାଚ୍ ଖେଳିବା ପୂର୍ବରୁ  ମହାପ୍ରଭୁଙ୍କ ସାନିଧ୍ୟ ନେବାକୁ ଶ୍ରୀମନ୍ଦିର ଯାଇଛନ୍ତି ।ଭାରତୀୟ ଟିମ୍ ରେ ଥିବା ତିନି ସ୍ପିନର ୱାଶିଂଟନ ସୁନ୍ଦର୍ , ଅକ୍ସର୍ ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି ।ସିଂହଦ୍ଵାରରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଭବ୍ୟ ସ୍ବାଗତ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *