କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ଜଣେ ବିଟେକ୍ ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ପରେ ସୋମବାର ଦିନତମାମ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ନେଇ କିଟ୍ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା କରିଥିଲେ । ସେପଟେ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର । କମିଟିରେ ସାମିଲ ହେଲେ ଅତିରିକ୍ତ ମୁଖ୍ୟଶାସନ ସଚିବ , ଗୃହ ବିଭାଗର ପ୍ରମୁଖ ସଚିବ , ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସତଚିବ ।


Naxatra News is now on Whatsapp
Join and get latest news update delivered to you via whatsapp
Join Now