ଆଜି ପବିତ୍ର ମହାଳୟାରେ ମା ସୁରେଶ୍ୱରୀଙ୍କ ଧବଳ ମୁଖି ବେଶ

ଆଜି ପବିତ୍ର ମହାଳୟା ତିଥିରେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବୀ ମା ସୁରେଶ୍ୱରୀ ଧବଳ ମୁଖି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା ସୁରେଶ୍ୱରୀଙ୍କ ପୀଠରେ ଆଜି ସକାଳୁ ଭକ୍ତଙ୍କ ବେଶ ସମାଗମ ଦେଖିବାକୁ ମିଳିଛି ଓ ସଂନ୍ଧ୍ୟାରେ ମଧ୍ୟ ପ୍ରବଳ ଭକ୍ତଙ୍କ ସମାଗମ ହେବ ବୋଲି ଆଶା ରହିଛି । ଏହି ଧବଳମୁଖି ବେଶ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ପ୍ରାପ୍ତି ସହ   ସମସ୍ତ ମନୋସ୍କାମନା ପୁର୍ଣ୍ଣ ହୁଏ  ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି । ତେଣୁ ବହୁ ଭକ୍ତ ବିଭିନ୍ନ ସ୍ଥାନରୁ ମାଙ୍କ ବେଶ ଦର୍ଶନ ପାଇଁ ଆସୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *