ଏମ୍ ଏସ ମେଡାକ୍ସ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ; ରୋଗୀଙ୍କ ମୃତ୍ୟୁ ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଏମ୍ ଏସ ମେଡାକ୍ସ ହସ୍ପିଟାଲରେ ଚିକିତ୍ସାରେ ଅବହେଳା। ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନାଅନୁଯାୟୀ, ଭଲ ଚିକିତ୍ସା ଆଶାରେ ଏମ୍ ଏସ ମେଡାକ୍ସ ହସ୍ପିଟାଲରେ ପୁଣ୍ଡ୍ରିକ ଦୁବେ ନାମକ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାରେ ଅବହେଳା କରିଥିବାରୁ ରୋଗୀଙ୍କ ଜୀବନ ଯାଇଥିବା ସଦର ଥାନାରେ ହସ୍ପିଟାଲ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *