ନୂଆପଡ଼ା ଉପନିର୍ବାଚନ ମୋର ଭୂମିକା ବିଲକୁଲ ରହିବ:ବସନ୍ତ ପଣ୍ଡା

ନୂଆପଡ଼ା ଉପନିର୍ବାଚନ ମୋର ମୋର ଭୂମିକା ବିଲକୁଲ ରହିବ ବୋଲି ବସନ୍ତ ପଣ୍ଡା କହିଛନ୍ତି। ଆଗରୁ ଥିଲା ଏବେ ବି ରହିବ। ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଵାଗତ। ମାନସିକତା ଥିଲେ ସବୁ ଠିକ୍ ହେଇ ଯିବ। ପ୍ରାର୍ଥୀ କିଏ ହେବ ତାହା ପର୍ଲିମେଣ୍ଟରୀ ବୋର୍ଡ ନିଷ୍ପତ୍ତି ନେବ। ଆଜିର ବୈଠକରେ ଅନେକ ବିଶୟରେ ଆଲୋଚନା। ନୂଆପଡ଼ା ଉପ ନିର୍ବାଚ ଉପରେ ହେବ ଆଲୋଚନା ହେବ। ମୁଁ କର୍ଯ୍ୟକର୍ତ୍ତା କାଲି ଥିଲି ଆଜି ବି ଅଛି। ନୂଆପଡ଼ାରେ ବିଜେପି ଶତ ପ୍ରତିଶତ ଜିତିବ। ମୋହନ ସରକାର ଆଉ ଏକ ଫୁଲ ଫୁଟିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *