ଶିକ୍ଷକ ବଦଳି ସୁପାରିଶ ପାଇଁ ବିଧାୟକମାନଙ୍କୁ କ୍ଷମତା ଦେବା ଏକ କଦର୍ଯ୍ୟ ନିଷ୍ପତ୍ତି । ମୋ ପାଖକୁ 500 ଶିକ୍ଷକଙ୍କ ତାଲିକା ଆସିଲାଣି । ମୁଁ ଜଣଙ୍କ ବି ସୁପାରିଶ କରିନି କି କରିବି ନାହିଁ। ମୋ ଭାଣିଜୀ ଝିଅର ବି କରି ପାରୁନି। ମନ୍ତ୍ରୀ ବର୍ଷେ ଭିତରେ 5000 ବଦଳି କଲେଣି । ହେଲେ ବିଧାୟକ କାହିଁକି 500 କରିବେ ନାହିଁ? ଦେଶ ସ୍ୱାଧୀନତା ପରେ ଏପରି ପ୍ରଥମ ଯେ ବର୍ଷକରେ ମନ୍ତ୍ରୀ 5000 ବଦଳି କରିଛନ୍ତି। ଟଙ୍କା ନେଇ କରିଛନ୍ତି ବୋଲି କହୁ ନାହିଁ । ହେଲେ ହୋଇଛି. ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସବୁ ପଳେଇଲେ। ପୁଣି ଖାଲି ପଡିବ। ପୁଣି ବଦଳି କରିବେ । ଏହା ବ୍ୟବସାୟ ଚାଲିଛି । ଏହାକୁ ବନ୍ଦ କରାଯାଉ। 15 ବଦଳରେ 1500 ଙ୍କ ବିରୋଧୀ ହେବାକୁ ପଡିବ ।ଏହା ସରକାରଙ୍କ ଚାଲ। 15 କହିଛନ୍ତି ହେଲେ ବିଜେପି ନେତା କେତେ ବଦଳି କରିବେ, ତାହା ଦେଖନ୍ତୁ। ବିଜେପି ବିଧାୟକ ଯେତେ ଚାହିଁବେ ସେତେ ବଦଳି କରିବେ କିନ୍ତୁ ଅନ୍ୟ ବିଧାୟକଙ୍କ ପାଇଁ ମାତ୍ର ।

Naxatra News is now on Whatsapp
Join and get latest news update delivered to you via whatsapp
Join Now