ନାରୀଙ୍କୁ ସୁରକ୍ଷା ଦେବାରେ ସରକାର ଅସମର୍ଥ

ନାରୀଙ୍କୁ ସୁରକ୍ଷା ଦେବାରେ ସରକାର ଅସମର୍ଥ ପ୍ରସଙ୍ଗ। ଏହା ତଥ୍ୟ ବିହୀନ ଏବଂ ମିଥ୍ୟା ଆରୋପ। ସରକାର ମହିଳାଙ୍କୁ ଅଧିକ ପ୍ରାଥମିକତା ଦେଇଛନ୍ତି। ମହିଳା ଏବଂ ଶିଶୁ ସୁରକ୍ଷାରେ ଶୂନ୍ୟ ସହନଶୀଳତା ରେ ସରକାର ପ୍ରତିବଦ୍ଧ। 23 ତାରିଖରେ ମାଲକାନଗିରି mv 72 ରେଏହି ଘଟଣା ଘଟିଥିଲା। ପଡୋଶୀ ବ୍ୟକ୍ତି ତାଙ୍କୁ ନାବାଳିକାଙ୍କୁ ଦୁର୍ବ୍ୟବହାର କରିଥିଲେ। 25 ତାରିଖରେ ମାମଲା ରୁଜୁ ହୋଇଥିଲା। Bns 65 (2 ), 351 (2 )ପୋକ୍ସୋ ଆକ୍ଟ ରେ ମାମଲା ରୁଜୁ ହୋଇଛି। ପୋଲିସ ର କାର୍ଯାନୁଷ୍ଠାନ ହୋଇଛି। ପୀଡ଼ିତାଙ୍କ ବୟାନ ରେକର୍ଡ ଏବଂ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ ହୋଇଛି। 26 ତାରିଖରେ ଅଭିଯୁକ୍ତ ନରେନ ରାୟ ଙ୍କୁ ଗିରଫ କରାଯାଇଛି। Cwc ମାଲକାନଗିରି କାଉନସେଲିଂ କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯେଉଁ ଉଦବେଗ ବିଧାୟକ ଉଠାଇଛନ୍ତି।ସରକାର ତାଙ୍କ ଭୂମିକାକୁ ନିର୍ବାହ କରୁଛନ୍ତି।

ଓଡ଼ିଶାକୁ ବଦନାମ କରିବାକୁ ଯେଉଁ ବିଧାୟକ ମାନେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ସେଥିରୁ ନିବୃତ ରୁହନ୍ତୁ। ତ୍ୱରିତ ପଦକ୍ଷେପ କ୍ଷେତ୍ରରେ ସରକାର ସବୁ କାର୍ଯ୍ୟ କରନ୍ତୁ। ଅତୀତରେ ଯେଉଁ ଘଟଣା ବି ଘଟୁଛି ସେଥିରେ ମଧ୍ୟ ସରକାର୍ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନାରୀ ସୁରକ୍ଷା କ୍ଷେତ୍ରରେ ସରକାର ଅସମର୍ଥ ଏହାକୁ ପ୍ରତ୍ୟାହାର କରନ୍ତୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *