ଭାରତୀୟ ମହିଳା ଅନ୍ତରାଷ୍ଟ୍ରୀୟ କ୍ରିକେଟର ମିତାଲି ରାଜ ସମସ୍ତ ପ୍ରକାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ବିବୃତ୍ତିରେ ସେ କହିଛନ୍ତି ଯେ “ଏତେ ବର୍ଷ ଧରି ଦଳର ନେତୃତ୍ୱ ନେବା ଏକ ଗର୍ବ ର ବିଷୟ ଯାହା ନିଶ୍ଚିତ ଭାବରେ ମୋତେ ଜଣେ ଭଲ ନାଗରିକ ରୂପେ ଗଢ଼ିଛି ଏବଂ ଆଶା କରୁଛି ଯେ ଭାରତୀୟ ମହିଳା କ୍ରିକେଟ୍ କୁ ଗଢିବାରେ ମୋର କିଛି ଅବଦାନ ରହିଛି” l

Naxatra News is now on Whatsapp
Join and get latest news update delivered to you via whatsapp
Join Now