ବାଟ ଗାଁ ଛକରେ ୧୦୮ ଫୁଟର ଐତିହ୍ୟ ସମ୍ପନ୍ନ ଜାତୀୟ ପତାକା ଲୋକାର୍ପିତ

ପୁରୀ: ସହିଦ ଜୟୀ ରାଜଗୁରୁଙ୍କ ଜନ୍ମ ମାଟିରେ ସ୍ଥାପନ ହେଲା ୧୦୮ ଫୁଟ ଉଚ୍ଚର ବିଶାଳ ତ୍ରିରଙ୍ଗା। ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କ ମନରେ…