ମିଆମାରରେ ଫସିଥିବା ୧୩ ଭାରତୀୟଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଚାକିରି ରାକେଟରେ ଫସି ମିଆମାରର ମ୍ୟାଭାଡିରୁ ୧୩ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି। ବୁଧବାର ସମସ୍ତ ଭାରତୀୟ ତାମିଲନାଡୁରେ ପହଞ୍ଚିଛନ୍ତି। ମିଆମାର ଓ ଥାଇଲାଣ୍ଡରେ…