୬ ଦିନରେ ୩ ବିଜେପି କର୍ମକର୍ତ୍ତାଙ୍କୁ ହତ୍ୟା

ଦାନ୍ତେୱାଡା: ଛତିଶଗଡରେ ବିଗତ ୬ ଦିନରେ ୩ ବିଜେପି କର୍ମକର୍ତ୍ତାଙ୍କୁ ହତ୍ୟା କଲେଣି ମାଓବାଦୀ। ଶନିବାର ଅପରାହ୍ନରେ ଦାନ୍ତେୱାଡାର ଜଣେ ପୂର୍ବତନ ସରପଞ୍ଚଙ୍କୁ କୁରାଢିରେ ହାଣି ହତ୍ୟା…