ଶାଶୁଙ୍କୁ ନେଇ ଜ୍ୱାଇଁ ଫେରାର୍

ଏପ୍ରିଲ ୧୬ରେ ବିବାହ ଲଗ୍ନ ସ୍ଥିର ହୋଇଥିଲା। କିନ୍ତୁ ପୁରା ଲଗ୍ନକୁ ଓଲଟପାଲଟ କରିଦେଲେ ଶାଶୁ। ଝିଅର ବିବାହ କରାଇବେ କଅଣ। ପାଲଟା ଜ୍ୱାଇଁ ସହ ଚମ୍ପଟ…