ଅହମ୍ମଦାବାଦରେ ଭୟାବହ ଅଗ୍ନିକାଣ୍ଡ

()ଗୁଜୁରାଟର ଅହମ୍ମଦାବାଦରେ ଭୟାବହ ଅଗ୍ନିକାଣ୍ଡ । ଶନିବାରେ ଅହମ୍ମଦାବାଦ ଶାହିବାଗ ଗିରିଧର ନଗର ସର୍କଲସ୍ଥିତ  ଏକ ଆବାସିକ କୋଠାରେ ନିଆଁ ଲାଗିଯାଇଥିଲା। କୋଠାର  ସପ୍ତମ ମହଲାରେ ଅଗ୍ନିକାଣ୍ଡ…