ଏଆଇସିଟିଇ ଅନୁମୋଦନ ବାଧ୍ୟତାମୂଳକ, କାହା ଚାପରେ କୋହଳ?

ଗୁଣାତ୍ମକ ପ୍ରଫେସନାଲ ପାଠ୍ୟକ୍ରମ ଲାଗି ଏଆଇସିଟିଇ ଅନୁମୋଦନ ବାଧ୍ୟ। କାରଣ ବିନା ଏଆଇସିଟିଇ ଅନୁମୋଦନରେ କୌଣସି ପ୍ରଫେସନାଲ କୋର୍ସ ବୈଧ ନୁହେଁ। ହେଲେ ବିଜେବି, ରାଜଧାନୀ ଭଳି…