ପାକିସ୍ତାନକୁ ପାଣି ପିଆଇଲାଣି ଆକାଶ

ସବୁଠି ଆକାଶ ମିସାଇଲ୍ ଡିଫେନ୍ସ ସିଷ୍ଟମକୁ ନେଇ ଚର୍ଚ୍ଚା। ପାକିସ୍ତାନର ଡ୍ରୋନ୍ ଓ ମିସାଇଲକୁ ସଫଳତାର ସହ ପ୍ରତିହତ କରିପାରୁଥିବା ଆକାଶ ମିସାଇଲକୁ ତିଆରି କରିଥିବା ଡାକ୍ତର…